ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଧିପତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଧିପତ୍ୟ   ବିଶେଷ୍ୟ

ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ

ଉଦାହରଣ : ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ

ସମକକ୍ଷ : କ୍ଷମତା, ପ୍ରଭୁତ୍ୱ, ଶାସନ, ସତ୍ତା

वह शक्ति जो अधिकार,बल या सामर्थ्य का उपभोग करके अपना काम करती हो।

इन्दिरा गाँधी ने उन्नीस सौ पचहत्तर में अपनी सत्ता के दौरान आपात काल की घोषणा की थीं।
प्रभुत्व, शासन, सत्ता, स्वामित्व, हुकूमत

The power or right to give orders or make decisions.

He has the authority to issue warrants.
Deputies are given authorization to make arrests.
A place of potency in the state.
authorisation, authority, authorization, dominance, potency, say-so

ଅର୍ଥ : କୌଣସି ବସ୍ତୁ ବା ସମ୍ପତ୍ତି ଉପରେ ବଳପୂର୍ବକ ମାଲିକାନା

ଉଦାହରଣ : ସୈନିକମାନେ ଦୁର୍ଗକୁ ଅଧିକାର କରିନେଲେ ଏହି ଇଲାକାରେ ଡାକୁମାନଙ୍କର ଆଧିପତ୍ୟ ଅଧିକ

ସମକକ୍ଷ : ଅକ୍ତିଆର, ଅଧିକାର, କବ୍ଜା, କାବୁ

किसी वस्तु या संपत्ति आदि पर होने वाला बलपूर्वक स्वामित्व।

अब किले पर सैनिकों का क़ब्ज़ा है।
अख़्तियार, अख्तियार, अधिकार, आधिपत्य, इख़्तियार, इख्तियार, इमकान, कब्ज़ा, कब्जा, क़ब्ज़ा, काबू, दावा, वश, संरक्षण, हक, हक़

The act of forcibly dispossessing an owner of property.

capture, gaining control, seizure

ଅର୍ଥ : ଅଧିପତି ହେବାର ଅବସ୍ଥା ବା ଭାବ

ଉଦାହରଣ : ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା

ସମକକ୍ଷ : ଅଧିକାର, ପ୍ରଭୁତ୍ୱ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ

The act of having and controlling property.

ownership, possession