ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦମ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦମ୍   ବିଶେଷ୍ୟ

ଅର୍ଥ : କିଛି କରି ପାରିବାର କ୍ଷମତା

ଉଦାହରଣ : ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?

ସମକକ୍ଷ : ଓଜନ, ଶକ୍ତି, ସାମର୍ଥ୍ୟ

कुछ कर सकने की शक्ति।

तुम्हारी औकात ही क्या है कि मैं तुमसे डरूँ।
इख़्तियार, इख्तियार, औकात, निष्क्रय, बिसात, सामर्थ, सामर्थ्य, सामर्थ्य शक्ति, हैसियत

The quality of being capable -- physically or intellectually or legally.

He worked to the limits of his capability.
capability, capableness

ଅର୍ଥ : ତମାଖୁ ବା ଗଞ୍ଜାର ଧୂଆଁକୁ ଜୋରରେ ଟାଣିବା କାମ

ଉଦାହରଣ : ଗୋଟିଏ ଦମ୍ରେ ସବୁ ଥଣ୍ଡା ଚାଲିଯାଏ

ସମକକ୍ଷ : ସୁଟା

तंबाकू या गाँजे के धुएँ को जोर से खींचने की क्रिया।

एक सुट्टे से सारी ठंड गायब हो जाती है।
सुट्टा, सुट्टा मारना, सुट्ठा, सुट्ठा मारना, सूटा

A slow inhalation (as of tobacco smoke).

He took a puff on his pipe.
He took a drag on his cigarette and expelled the smoke slowly.
drag, puff, pull

ଅର୍ଥ : ଏଭଳି ଏକ ତତ୍ତ୍ୱ ଯାହା କୌଣସି କାର୍ଯ୍ୟ କରେ, କରାଏ ବା କ୍ରିୟାକର୍ମ ରୂପରେ ନିଜର ପ୍ରଭାବ ଦେଖାଏ

ଉଦାହରଣ : ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ଶକ୍ତିର ପରିଚୟ ମିଳିବ

ସମକକ୍ଷ : କ୍ଷମତା, ତାକତ୍‌, ବଳ, ଶକ୍ତି

कोई ऐसा तत्व जो कोई कार्य करता, कराता या क्रियात्मक रूप में अपना प्रभाव दिखलाता हो।

इस कार्य के दौरान आपकी शक्ति का पता चल जायेगा।
अवदान, कुव्वत, कूवत, क्षमता, ज़ोर, जोर, ताकत, ताक़त, दम, दम-खम, दम-ख़म, दमखम, दमख़म, दाप, पावर, बल, बूता, वयोधा, वाज, वीर्या, वृजन, शक्ति, सत्त्व, सत्व, हीर

The property of being physically or mentally strong.

Fatigue sapped his strength.
strength