ଅର୍ଥ : କିଛି କାମ କରିବାର କ୍ରିୟା ବା ଭାବ
ଉଦାହରଣ :
ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ
ସମକକ୍ଷ : କାମକରିବା
ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଉଦାହରଣ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ସମକକ୍ଷ : ତିଆରି କରିବା, ନିର୍ମାଣ କରିବା, ପ୍ରସ୍ତୁତ କରିବା
ଅର୍ଥ : କରିବା ବା ହେବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
ସମକକ୍ଷ : କାରଣ ହେବା, ନିମିତ୍ତ ହେବା, ହେତୁ ହେବା
ଅର୍ଥ : କାହାର ପ୍ରଗତିର ସ୍ତର ଅନୁମାନ କରିବା
ଉଦାହରଣ :
ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
ଅର୍ଥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ଉଦାହରଣ :
ମୁଁ କିଛି ଚମତ୍କାର କରିନାହିଁ
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅର୍ଥ : କୌଣସି କାର୍ଯ୍ୟରେ ଲାଗିବା ବା କରିବା
ଉଦାହରଣ :
ପ୍ରେମ କର ଯୁଦ୍ଧ ନୁହେଁ ପ୍ରୟାସ କର ଅନ୍ୱେଷଣ କର ଶୁଦ୍ଧ କର
ଅର୍ଥ : କୌଣସି ରୂପରେ ଆଣିବା
ଉଦାହରଣ :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ସମକକ୍ଷ : ପ୍ରସ୍ତୁତ କରିବା, ବ୍ୟବହାର କରିବା
ଅର୍ଥ : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
ଉଦାହରଣ :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
ସମକକ୍ଷ : ଉତ୍ପତି କରିବା, ଉତ୍ପନ୍ନ କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା
ଅର୍ଥ : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
ଉଦାହରଣ :
ଆପଣ ମୋତେ ପ୍ରସନ୍ନ କଲେ ସତର୍କତାର ସହିତ ଏହା କର
ସମକକ୍ଷ : ବ୍ୟବହାର କରିବା
ଅର୍ଥ : କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା
ଉଦାହରଣ :
ମୋତେ ମୂର୍ଖ କରନାହିଁ ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
ଅର୍ଥ : ପତି ବା ପତ୍ନୀ ରୂପେ ଗ୍ରହଣ କରିବା
ଉଦାହରଣ :
ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
ସମକକ୍ଷ : ବିବାହ କରିବା
ଅର୍ଥ : କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା
ଉଦାହରଣ :
ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
ସମକକ୍ଷ : ଲାଗି ରହିବା
ଅର୍ଥ : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
ଉଦାହରଣ :
ଏହି କାମକୁ ସାର, ପୁଣି ଅନ୍ୟ କାମ କର
ସମକକ୍ଷ : ସଂପାଦିତ କରିବା, ସାରିବା
ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
ଉଦାହରଣ :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ସମକକ୍ଷ : ଆଣିବା, ପରିବର୍ତ୍ତନ କରିବା, ବଦଳାଇବା
ଅର୍ଥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ଉଦାହରଣ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅର୍ଥ : କୌଣସି କାର୍ଯ୍ୟ କରିବା
ଉଦାହରଣ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅର୍ଥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ଉଦାହରଣ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ସମକକ୍ଷ : ଦେବା, ପାଇବା, ପ୍ରାପ୍ତକରିବା, ହାସଲ କରିବା