ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରଣ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରଣ ହେବା   କ୍ରିୟାପଦ

ଅର୍ଥ : କରିବା ବା ହେବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ

ସମକକ୍ଷ : କରିବା, ନିମିତ୍ତ ହେବା, ହେତୁ ହେବା

* करना या होने में प्रवृत्त करना।

उसने अपने कार्यालय में गड़बड़ी की।
वह अपने कार्यालय में हुई गड़बड़ी का कारण है।
करना, कारण होना

Make or cause to be or to become.

Make a mess in one's office.
Create a furor.
create, make

ଅର୍ଥ : କୌଣସି କାମ, ଘଟଣା ଆଦି ଘଟିବା,କରିବା,ହେବା ଆଦିର କାରଣ ହେବା

ଉଦାହରଣ : ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଆପଣଙ୍କ ଅନୁତ୍ତୀର୍ଣ୍ଣ ହେବାର କାରଣ

ସମକକ୍ଷ : ନିମିତ୍ତହେବା, ହେତୁହେବା

* किसी काम, घटना आदि के घटने, करने, होने आदि का कारण होना।

अत्यधिक आत्मविश्वास ही आपके अनुत्तीर्ण होने का कारण है।
कारण होना