ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ପନ୍ନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ପନ୍ନ କରିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ନିର୍ମାଣ କରିବା

ଉଦାହରଣ : ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ

ସମକକ୍ଷ : ଉତ୍ପାଦନ କରିବା, ନିଷ୍ପନ୍ନ କରିବା, ସୃଷ୍ଟିକରିବା

किसी वस्तु आदि का निर्माण करना।

नदी पर बाँध बनाकर बिजली का उत्पादन किया जाता है।
अवतारना, उतपाना, उत्पन्न करना, उत्पादन करना, पैदा करना

Bring forth or yield.

The tree would not produce fruit.
bring forth, produce

ଅର୍ଥ : ଗର୍ଭରୁ ପିଲା ପ୍ରସବ ହେବା

ଉଦାହରଣ : ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ

ସମକକ୍ଷ : ଜନ୍ମ ଦେବା, ଜନ୍ମକରିବା, ପ୍ରସବ କରିବା

गर्भ से बच्चा बाहर निकालना।

उसने सात बच्चे पैदा किए पर एक भी सुपात्र नहीं निकला।
उत्पन्न करना, जनना, जनमाना, जन्म देना, जन्माना, पैदा करना

Cause to be born.

My wife had twins yesterday!.
bear, birth, deliver, give birth, have

ଅର୍ଥ : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା

ଉଦାହରଣ : ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି

ସମକକ୍ଷ : ଉତ୍ପତି କରିବା, କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା

* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।

आप एक बहुत बड़ी गलती कर रहे हैं।
करना

Carry out or commit.

Make a mistake.
Commit a faux-pas.
make