ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦଳାଇବା   କ୍ରିୟାପଦ

ଅର୍ଥ : ଟଙ୍କାପଇସାଆଦି ବଦଳାଇବା

ଉଦାହରଣ : ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ

ସମକକ୍ଷ : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା

रुपये पैसे आदि का भंजना।

फलवाले के पास पाँच सौ का नोट नहीं टूटा।
टूटना

ଅର୍ଥ : ଗୋଟିଏ ବସ୍ତୁକୁ ବଦଳାଇ ତା ସ୍ଥାନରେ ଅନ୍ୟକୁ ରଖିବା

ଉଦାହରଣ : ତୁମେ ବିଛଣାର ଚାଦରକୁ ପ୍ରତି ସପ୍ତାହରେ ବଦଳାଇବା ଉଚିତ

ସମକକ୍ଷ : ପଲଟାଇବା

एक वस्तु हटाकर उसके स्थान पर दूसरी रखना।

तुम्हें बिस्तर की चादर हर हफ्ते बदलनी चाहिए।
बदल देना, बदलना

Remove or replace the coverings of.

Father had to learn how to change the baby.
After each guest we changed the bed linens.
change

ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା

ଉଦାହରଣ : ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ

ସମକକ୍ଷ : ଆଣିବା, କରିବା, ପରିବର୍ତ୍ତନ କରିବା

* वर्तमान अवस्था में अंतर लाना या नीचे-ऊपर करना।

यह वेतन वृद्धि मेरे जीवन स्तर में कोई सुधार नहीं लाएगी।
करना, लाना

Amount to.

This salary increase makes no difference to my standard of living.
make

ଅର୍ଥ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା

ଉଦାହରଣ : ରମା ନିଜର ଫ୍ରିଜ୍ ବଦଳାଇ ଦେଲା

ସମକକ୍ଷ : ବଦଳେଇବା

एक चीज़ आदि के बदले में दूसरी चीज़ आदि लेना या देना।

रमा ने अपनी पुरानी फ्रीज़ बदल दी।
बदल देना, बदलना

Exchange or replace with another, usually of the same kind or category.

Could you convert my dollars into pounds?.
He changed his name.
Convert centimeters into inches.
Convert holdings into shares.
change, commute, convert, exchange