ଅର୍ଥ : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
ଉଦାହରଣ :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
ସମକକ୍ଷ : ଦାନ କରିବା, ପ୍ରଦାନ କରିବା
ଅର୍ଥ : କାହାକୁ କିଛି ହସ୍ତଗତ କରାଇବା
ଉଦାହରଣ :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
ସମକକ୍ଷ : ପ୍ରଦାନ କରିବା, ସମର୍ପିବା
ଅର୍ଥ : ପ୍ରସ୍ତୁତ କରିବା
ଉଦାହରଣ :
ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
ସମକକ୍ଷ : ଉପସ୍ଥାପିତ କରିବା
ଅର୍ଥ : ମୂଲ୍ୟ, ଦେଣାଆଦି ପରିଶୋଧ କରିବା
ଉଦାହରଣ :
ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରିଶୋଧ କରିବ
ସମକକ୍ଷ : ପରିଶୋଧ କରିବା, ଭରଣା କରିବା
ଅର୍ଥ : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା
ଉଦାହରଣ :
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି
ସମକକ୍ଷ : ସମର୍ପଣ କରିବା
ଅର୍ଥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ଉଦାହରଣ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ସମକକ୍ଷ : କରିବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
ଅର୍ଥ : ମୌଖିକ ରୂପରେ ପ୍ରସ୍ତୁତ କରିବା
ଉଦାହରଣ :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
ସମକକ୍ଷ : ପ୍ରଦାନ କରିବା