ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାର୍ଯ୍ୟ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାର୍ଯ୍ୟ କରିବା   କ୍ରିୟାପଦ

ଅର୍ଥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା

ଉଦାହରଣ : ମୁଁ କିଛି ଚମତ୍କାର କରିନାହିଁ

ସମକକ୍ଷ : କରିବା, କାମ କରିବା

* कोई घटना आदि घटने का कारण होना या परिणाम के रूप में आना या होना।

मैंने कोई चमत्कार नहीं किया।
करना

Cause to happen or to occur as a consequence.

I cannot work a miracle.
Wreak havoc.
Bring comments.
Play a joke.
The rain brought relief to the drought-stricken area.
bring, make for, play, work, wreak

ଅର୍ଥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା

ଉଦାହରଣ : ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି

ସମକକ୍ଷ : କରିବା, କାମ କରିବା

* (भूत काल में प्रयुक्त) आदतन कोई काम किया करना।

मैं बचपन में खूब मिठाई खाया करता था।
करना, काम करना

ଅର୍ଥ : କୌଣସି କାର୍ଯ୍ୟ କରିବା

ଉଦାହରଣ : ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି

ସମକକ୍ଷ : କରିବା, କାମ କରିବା

किसी कार्य को करना।

यह काम करने के बाद मैं आपका काम करूँगा।
जल्दी-जल्दी हाथ चलाओ।
अंजाम देना, करना, काम करना, कार्य करना, हाथ चलाना

Exert oneself by doing mental or physical work for a purpose or out of necessity.

I will work hard to improve my grades.
She worked hard for better living conditions for the poor.
work