ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବହାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବହାର କରିବା   କ୍ରିୟାପଦ

ଅର୍ଥ : ବ୍ୟବହାର କରିବା

ଉଦାହରଣ : ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?

ସମକକ୍ଷ : ଆଚରଣ କରିବା

व्यवहार करना।

वह मेरे साथ अच्छा व्यवहार नहीं कर रहा है।
वह मेरे साथ ही ऐसा क्यों करता है?
आचरण करना, आचरना, करना, पेश आना, बर्ताव करना, व्यवहार करना

ଅର୍ଥ : ବ୍ୟବହାର ବା ଆଚରଣ କରିବା

ଉଦାହରଣ : ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ

ସମକକ୍ଷ : ଆଚରଣ କରିବା, ବେଭାରକରିବା

व्यवहार या बरताव करना।

हमें सभी के साथ एक जैसे बरतना चाहिए।
बरतना

Interact in a certain way.

Do right by her.
Treat him with caution, please.
Handle the press reporters gently.
do by, handle, treat

ଅର୍ଥ : ବ୍ୟବହାର ବା କାମରେ ଆଣିବା

ଉଦାହରଣ : ପ୍ରକୃତି କୋଳରେ ଉପଲବ୍ଧ ସାଧନକୁ ଠିକଭାବେ ଉପଯୋଗ କର ନିଜ ବୁଦ୍ଧିର ବ୍ୟବହାର କର

ସମକକ୍ଷ : ଉପଯୋଗ କରିବା, ପ୍ରୟୋଗ କରିବା

व्यवहार या काम में लाना।

प्रकृति में उपलब्ध संसाधनों का सही तरह से उपयोग करो।
अपने दिमाग का उपयोग करो।
इस्तेमाल करना, उपभोग करना, उपयोग करना, काम में लाना, ठिकाने लगाना, प्रयोग करना, बरतना, भोगना, वापरना

ଅର୍ଥ : କୌଣସି ରୂପରେ ଆଣିବା

ଉଦାହରଣ : ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ

ସମକକ୍ଷ : କରିବା, ପ୍ରସ୍ତୁତ କରିବା

के रूप में लाना।

उसने इस महल को अपना निवास स्थान बनाया।
बनाना

Give certain properties to something.

Get someone mad.
She made us look silly.
He made a fool of himself at the meeting.
Don't make this into a big deal.
This invention will make you a millionaire.
Make yourself clear.
get, make

ଅର୍ଥ : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା

ଉଦାହରଣ : ଆପଣ ମୋତେ ପ୍ରସନ୍ନ କଲେ ସତର୍କତାର ସହିତ ଏହା କର

ସମକକ୍ଷ : କରିବା

* एक निश्चित या विशेष तरीके से व्यवहार करना।

आपने मुझे प्रसन्न किया।
इसे सतर्कता के साथ करो।
करना

Mount or put up.

Put up a good fight.
Offer resistance.
offer, provide, put up