ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଉଦାହରଣ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ସମକକ୍ଷ : କରିବା, ତିଆରି କରିବା, ନିର୍ମାଣ କରିବା
ଅର୍ଥ : କୌଣସି ରୂପରେ ଆଣିବା
ଉଦାହରଣ :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ସମକକ୍ଷ : କରିବା, ବ୍ୟବହାର କରିବା
ଅର୍ଥ : ରଚନା କରିବା ବା ପ୍ରସ୍ତୁତ କରିବା
ଉଦାହରଣ :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
ସମକକ୍ଷ : ରଚନା କରିବା, ସର୍ଜନା କରିବା, ସୃଜନ କରିବା, ସୃଷ୍ଟି କରିବା
ଅର୍ଥ : ସ୍ୱୀକାର ବା ଅସ୍ୱୀକାର କରିବାପାଇଁ ସାମନା କରିବା ବା ଆଣିବା
ଉଦାହରଣ :
ସମାରୋହରେ ଚାକରଟି ଅନେକ ପ୍ରକାରର ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଥିଲା
ସମକକ୍ଷ : ତିଆରି କରିବା
ଅର୍ଥ : ବିଶେଷ କରି ଅଭିଯୋଗ, ସମୀକ୍ଷା, ଆଲୋଚନା ଆଦି ପ୍ରସ୍ତୁତ କରିବା
ଉଦାହରଣ :
ସେ ତାର ନିର୍ଦୋଷତା ନିମନ୍ତେ କେତେଜଣ ସାକ୍ଷୀ ପ୍ରସ୍ତୁତ କରିଛି