ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବର୍ତ୍ତନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବର୍ତ୍ତନ କରିବା   କ୍ରିୟାପଦ

ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା

ଉଦାହରଣ : ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ

ସମକକ୍ଷ : ଆଣିବା, କରିବା, ବଦଳାଇବା

* वर्तमान अवस्था में अंतर लाना या नीचे-ऊपर करना।

यह वेतन वृद्धि मेरे जीवन स्तर में कोई सुधार नहीं लाएगी।
करना, लाना

Amount to.

This salary increase makes no difference to my standard of living.
make

ଅର୍ଥ : କିଛି କମ୍‌ ଅଧିକ କରି ରୂପ ବଦଳେଇବା ବା ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା

ଉଦାହରଣ : ଆଧୁନିକ ଜୀବନଶୈଳୀ ସମାଜରେ ବହୁତ ପରିବର୍ତ୍ତନ କରିଛି

ସମକକ୍ଷ : ବଦଳେଇବା

कुछ घटा-बढ़ा कर रूप बदलना या एक रूप से दूसरे रूप में लाना।

आधुनिक जीवन शैली ने समाज में बहुत परिवर्तन किया है।
परिवर्तन करना, परिवर्तित करना, बदलना

Change the nature, purpose, or function of something.

Convert lead into gold.
Convert hotels into jails.
Convert slaves to laborers.
convert

ଅର୍ଥ : ଏକ ରୂପରୁ ଅନ୍ୟ ରୂପକୁ ଆଣିବା

ଉଦାହରଣ : ଜାଦୁଗର ରୁମାଲକୁ ଫୁଲରେ ରୂପାନ୍ତର କଲା

ସମକକ୍ଷ : ରୂପାନ୍ତରିତ କରିବା

एक रूप से दूसरे रूप में लाना।

जादूगर ने रूमाल को फूल बनाया।
करना, परिवर्तन करना, परिवर्तित करना, बनाना