ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଉଦାହରଣ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ସମକକ୍ଷ : କରିବା, ତିଆରି କରିବା, ପ୍ରସ୍ତୁତ କରିବା
ଅର୍ଥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ଉଦାହରଣ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
ସମକକ୍ଷ : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ଅର୍ଥ : ଘର ବା କାନ୍ଥ ଆଦି ତିଆରି କରିବା
ଉଦାହରଣ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ସମକକ୍ଷ : ଉଠାଇବା, ତିଆରି କରିବା