ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଣିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଣିବା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତି ଆଦିକୁ ଯେକୌଣସି ସ୍ଥାନରୁ ନେଇଆସିବାର କ୍ରିୟା

ଉଦାହରଣ : ବଜାରରୁ ଦୁଧ ଆଣିବାରେ ମୋର ଡେରିହୋଇଗଲା

किसी वस्तु, व्यक्ति आदि को कहीं से लेकर आने की क्रिया।

मुझे बाजार से दूध लाने में देर हो गई।
आनयन, लाना

ଆଣିବା   କ୍ରିୟାପଦ

ଅର୍ଥ : ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା

ଉଦାହରଣ : ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ

ସମକକ୍ଷ : ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମୂଳ ସ୍ଥିତିକୁ ଆଣିବା

* मूल स्थिति में लाना या पहले जैसा करना।

सरकार इस जंगल को इसके मूल और अपरिवर्तित अवस्था में लाएगी।
पहले जैसा करना, लाना

Return to its original or usable and functioning condition.

Restore the forest to its original pristine condition.
reconstruct, restore

ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା

ଉଦାହରଣ : ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ

ସମକକ୍ଷ : କରିବା, ପରିବର୍ତ୍ତନ କରିବା, ବଦଳାଇବା

* वर्तमान अवस्था में अंतर लाना या नीचे-ऊपर करना।

यह वेतन वृद्धि मेरे जीवन स्तर में कोई सुधार नहीं लाएगी।
करना, लाना

Amount to.

This salary increase makes no difference to my standard of living.
make

ଅର୍ଥ : ନେଇକି ଆସିବା

ଉଦାହରଣ : ବାପା ଆମ୍ବ ଆଣିଲେ

ସମକକ୍ଷ : ନେଇଆସିବା

लेकर आना।

पिताजी आम लाए।
आनना, लाना

Take something or somebody with oneself somewhere.

Bring me the box from the other room.
Take these letters to the boss.
This brings me to the main point.
bring, convey, take