ଅର୍ଥ : ବ୍ୟବସାୟଦୃଷ୍ଟିରୁ ଶୁଖିଲା ଖାଦ୍ୟର ନିର୍ଣ୍ଣିତ ଭାଗରେ ପ୍ରସ୍ତୁତ ଗୋଟିଏ ମିଶ୍ରଣ
ଉଦାହରଣ :
ସେ ମିଶ୍ରଣକୁ ପାଣିରେ ମିଶାଇ ଫୁଟାଉଛି
ଅର୍ଥ : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
ଉଦାହରଣ :
ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା
ସମକକ୍ଷ : ସମ୍ମିଶ୍ରଣ