ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫେଣ୍ଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫେଣ୍ଟିବା   ବିଶେଷ୍ୟ

ଅର୍ଥ : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା

ଉଦାହରଣ : ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ

ସମକକ୍ଷ : ଘୋଳିବା, ମିଶିବା, ମିଶ୍ରଣ

किसी ठोस का किसी द्रव में घुलकर मिलने की क्रिया।

ठंडे जल की अपेक्षा गरम जल में चीनी का घुलन बहुत जल्दी होता है।
घुलन, घुलना

ଫେଣ୍ଟିବା   କ୍ରିୟାପଦ

ଅର୍ଥ : ଖୁବଜୋରରେ ଏକତ୍ର ମିଶେଇବା

ଉଦାହରଣ : ହୋଲି ସମୟରେ ଭାଙ୍ଗ ଘୋଳାହୁଏ

ସମକକ୍ଷ : ଘୋଟିବା, ଘୋଳିବା, ମନ୍ଥିବା

गति देकर एक में मिलाना।

होली के समय भाँग घोटते हैं।
आलोड़न करना, आलोड़ना, घोंटना, घोटना, मथना

ଅର୍ଥ : ଦ୍ରବ ପଦାର୍ଥରେ କିଛି ପକାଇ ଭଲଭାବେ ମିଶାଇବାପାଇଁ ଘୁରେଇ ଘୁରେଇ ହଲାଇବା

ଉଦାହରଣ : ସେ ପକଡ଼ି ତିଆରି କରିବାପାଇଁ ବେସନ ଫେଣ୍ଟୁଛି

द्रव पदार्थ में कुछ डालकर अच्छी तरह मिलाने के लिए घुमा-घुमाकर हिलाना।

वह पकौड़ी बनाने के लिए बेसन फेंट रही है।
फेंटना

Stir vigorously.

Beat the egg whites.
Beat the cream.
beat, scramble