ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକୀକରଣ   ବିଶେଷ୍ୟ

ଅର୍ଥ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ

ଉଦାହରଣ : ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି

ସମକକ୍ଷ : ଟାଇ-ଅପ୍, ଟାଇଅପ୍, ମିଳନ, ମିଶ୍ରଣ, ସାଯୋଗସାଧନ

एक सामाजिक या व्यापारिक सम्बन्ध।

वह देश के पॉपुलर ब्रांड से टाईअप की सोच रहा है।
जुड़ना, टाई, टाई अप, टाई-अप, टाईअप

A social or business relationship.

A valuable financial affiliation.
He was sorry he had to sever his ties with other members of the team.
Many close associations with England.
affiliation, association, tie, tie-up

ଅର୍ଥ : ଦୁଇଟି ବା ଦୁଇଟିରୁ ଅଧିକ ବସ୍ତୁକୁ ମିଶାଇ ଗୋଟିଏ କରିବାର କାମ

ଉଦାହରଣ : ତତ୍ତ୍ୱର ଏକୀକରଣ ଯୋଗୁଁ ଯୌଗିକ ସୃଷ୍ଟିହୁଏ

दो या दो से अधिक वस्तुओं को मिलाकर एक करने की क्रिया।

तत्वों के एकीकरण से यौगिक बनते है।
एकीकरण, समामेलन

The act of making or becoming a single unit.

The union of opposing factions.
He looked forward to the unification of his family for the holidays.
conjugation, jointure, unification, union, uniting