ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯୋଗ   ବିଶେଷ୍ୟ

ଅର୍ଥ : ମିଳନର କ୍ରିୟା ବା ଭାବ

ଉଦାହରଣ : ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା

ସମକକ୍ଷ : ମିଳନ, ମେଳ, ସମନ୍ୱୟ

मिलने की क्रिया या भाव।

नाटक की समाप्ति पर नायक और नायिका का मिलन हुआ।
अभिसार, अवमर्श, अवियोग, आमोचन, मिलन, मिलनी, मिलान, मिलाप, मेल, वस्ल, संगमन, संधान, संयोग, समन्वय, समन्वयन

A casual or unexpected convergence.

He still remembers their meeting in Paris.
There was a brief encounter in the hallway.
encounter, meeting

ଅର୍ଥ : କେତେକ ତତ୍ତ୍ୱର ସଂଯୋଗରେ ହେଉଥିବା ଜ୍ଞାନର ଜଟିଳ ରଚନା

ଉଦାହରଣ : ଆପଣଙ୍କ ଲେଖାରେ କିଛି ତାଳମେଳ ନାହିଁ

ସମକକ୍ଷ : ତାଳମେଳ

* ज्ञान का ऐसा जटिल संयोजन जैसे कि तत्त्व और उनके मिश्रण।

आपके लेख की कोई संरचना ही नहीं है।
संरचना

The complex composition of knowledge as elements and their combinations.

His lectures have no structure.
structure

ଅର୍ଥ : ଦୁଇ ବା କେତେକ କଥାର ହଠାତ୍‌ ଏକାସଙ୍ଗରେ ମିଳିଯିବା କ୍ରିୟା

ଉଦାହରଣ : ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ

ସମକକ୍ଷ : ତୁଲ୍ୟ, ମେଳ

दो या कई बातों के अचानक एक साथ होने की क्रिया।

क्या संयोग है कि मैं आपसे मिलने जा रहा था और आप यहीं आ गए।
अवसर, इत्तफ़ाक़, इत्तफाक, इत्तिफ़ाक़, इत्तिफाक, संजोग, संयोग, समायोग

The temporal property of two things happening at the same time.

The interval determining the coincidence gate is adjustable.
co-occurrence, coincidence, concurrence, conjunction

ଅର୍ଥ : ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ

ଉଦାହରଣ : ସେ ଆଜି ପର୍ଯ୍ୟନ୍ତ ବିଜୁଳୀ ସଂଯୋଗ କରିନାହିଁ

ସମକକ୍ଷ : ସଞ୍ଜୋଗ

वह मानवकृति तंत्र जो जोड़े।

उसने अभी तक बिजली का कनेक्शन नहीं लिया है।
कनेक्शन

An instrumentality that connects.

He soldered the connection.
He didn't have the right connector between the amplifier and the speakers.
connecter, connection, connective, connector, connexion

ଅର୍ଥ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା

ଉଦାହରଣ : ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ

ସମକକ୍ଷ : ମିଶ୍ରଣ, ଯୋଗ

एक से अधिक वस्तु आदि का एक में मिलने या मिलाने की क्रिया।

अम्ल और क्षार के योग से लवण बनता है।
जोग, मिलान, मेल, युक्ति, योग, संयोग

The act of combining things to form a new whole.

combination, combining, compounding