ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲୟନ   ବିଶେଷ୍ୟ

ଅର୍ଥ : ଗୋଟିଏ ବସ୍ତୁର ଅନ୍ୟ ବସ୍ତୁ ସହିତ ମିଶିଯିବାର କ୍ରିୟା

ଉଦାହରଣ : କୁହାଯାଏ କି ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୟ ହୋଇଯାଏ

ସମକକ୍ଷ : ବିଲୟ, ମିଶିଯିବା

किसी वस्तु, दल आदि का दूसरी वस्तु, दल आदि में समा जाने की क्रिया।

कहा जाता है कि मृत्यु पश्चात् आत्मा का परमात्मा में विलय हो जाता है।
लय, विलय, विलयन, विलीनीकरण, संविलयन

The process of going into solution.

The dissolving of salt in water.
dissolution, dissolving

ଅର୍ଥ : ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା

ଉଦାହରଣ : ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ

ସମକକ୍ଷ : ବିଲୟକରଣ, ମିଶ୍ରଣ

द्रव में किसी वस्तु के घुलने की क्रिया।

जल में चीनी के विलयन से शरबत बनता है।
लय, विलय, विलयन, विलीनीकरण, संविलयन

The process of going into solution.

The dissolving of salt in water.
dissolution, dissolving