ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଳାଇବା   ବିଶେଷ୍ୟ

ଅର୍ଥ : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ

ଉଦାହରଣ : ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ

ସମକକ୍ଷ : ବିଗଳନ, ମିଶ୍ରଣ

अच्छी तरह से या पूरी तरह से गलने या पिघलने की क्रिया।

घी के विगलन के पश्चात् उसे आटे में मिला दें।
विगलन

The process whereby heat changes something from a solid to a liquid.

The power failure caused a refrigerator melt that was a disaster.
The thawing of a frozen turkey takes several hours.
melt, melting, thaw, thawing

ଗୋଳାଇବା   କ୍ରିୟାପଦ

ଅର୍ଥ : ଆଉଟିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସେ ଗଉଡ଼ଦ୍ୱାରା ହିଁ ଦୁଧ ଆଉଟାଇଲା

ସମକକ୍ଷ : ଆଉଟାଇବା, ଗାଢାକରାଇବା, ଘଣ୍ଟାଇବା

औंटने का काम दूसरे से करवाना।

उसने ग्वाला से ही दूध औंटवाया।
औंटवाना, औंटाना

ଅର୍ଥ : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା

ଉଦାହରଣ : ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ

ସମକକ୍ଷ : ମିଶେଇବା, ମିଶ୍ରଣ କରିବା

किसी द्रव पदार्थ में कोई वस्तु हिलाकर मिलाना।

हम शरबत बनाने के लिए पानी में शक्कर घोलते हैं।
घोरना, घोलना, मिलाना, मिश्रित करना, सम्मिश्रित करना

Cause to go into a solution.

The recipe says that we should dissolve a cup of sugar in two cups of water.
break up, dissolve, resolve