ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
ମିଶ୍ରଣ,
ଯୋଗ,
ସଂଯୋଗ
ଗାୟନ ହୋଇପାରୁଥିବା ଗୀତର ମଧୁରତା ବଢାଇବା ନିମନ୍ତେ ଏଥିରେ ବନ୍ଧା ହୋଇଥିବା ରାଗରାଗିଣୀ ବ୍ୟତୀତ କିଛି ନୂଆ ଧୁନ୍, ସ୍ବର ଆଦି ନିଜଆଡୁ ମିଳାଇବାର କ୍ରିୟା
ସଙ୍ଗୀତକାର ଉପଜରେ ଗାନକରିବା ହେତୁ ମଧୁରତା ବଢିଗଲା
ଉପଜ