ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ମିଶ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ମିଶ୍ରଣ   ବିଶେଷ୍ୟ

ଅର୍ଥ : ମିଶିବାର କ୍ରିୟା

ଉଦାହରଣ : କେତେକ ଔଷଧର ସମ୍ମିଶ୍ରଣରେ ଚ୍ୟବନପ୍ରାଶ ତିଆରିହୁଏ

ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ

ଉଦାହରଣ : ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ

ସମକକ୍ଷ : ମିଶ୍ରଣ, ମେଳ ସଙ୍ଗ

वह क्रिया जिससे दो या दो से अधिक वस्तुएँ आदि एक में मिलें।

वैद्यजी अभी दवाओं के मिश्रण में व्यस्त हैं।
अपमिश्रण, आमेजिश, आश्लेषण, मिलावट, मिश्रण, मेल, संगम, संहिता, सङ्गम, सम्मिश्रण

An event that combines things in a mixture.

A gradual mixture of cultures.
mix, mixture

ଅର୍ଥ : ଔଷଧ ତିଆରି କରିବାପାଇଁ କେତେଗୁଡ଼ିଏ ଔଷଧକୁ ଗୋଟିକରେ ମିଶାଇବାର ପ୍ରକ୍ରିୟା

ଉଦାହରଣ : ବୈଦ୍ୟ ସମ୍ମିଶ୍ରଣ ତିଆରି କରୁଥିଲେ

औषध तैयार करने के लिए कई औषधियों को एक में मिलाने की क्रिया।

उस समय वैद्यजी सम्मिश्रण में लगे थे।
सम्मिश्रण

The act of mixing together.

Paste made by a mix of flour and water.
The mixing of sound channels in the recording studio.
admixture, commixture, intermixture, mix, mixing, mixture

ଅର୍ଥ : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା

ଉଦାହରଣ : ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା

ସମକକ୍ଷ : ମିଶ୍ରଣ

किसी राज्य या रियासत का आस-पास के सरकारी अथवा अन्य बड़े राष्ट्र या राज्य में मिलकर एक हो जाने की क्रिया।

स्वतंत्र भारत में कई रियासतों का विलय हुआ।
विलय, विलयन, विलीनीकरण, संविलयन

The act of joining together as one.

The merging of the two groups occurred quickly.
There was no meeting of minds.
coming together, meeting, merging