ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୌଗିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୌଗିକ   ବିଶେଷ୍ୟ

ଅର୍ଥ : ଦୁଇ ବା ଦୁଇରୁ ଅଧିକ ତତ୍ତ୍ୱ ବା ପଦାର୍ଥର ମିଳନରେ ଗଢ଼ାଯାଇଥିବା ପଦାର୍ଥ

ଉଦାହରଣ : ଯୌଗିକ ପଦାର୍ଥର ଅଧ୍ୟୟନ ରସାୟନ ବିଜ୍ଞାନର ଅନ୍ତର୍ଗତ କରାଯାଇଛି

ସମକକ୍ଷ : ଯୌଗିକପଦାର୍ଥ

वह पदार्थ जो दो या दो से अधिक तत्वों या पदार्थों से मिलकर बना हो।

यौगिक पदार्थों का अध्ययन रसायन विज्ञान के अंतर्गत किया जाता है।
यौगिक, यौगिक पदार्थ

(chemistry) a substance formed by chemical union of two or more elements or ingredients in definite proportion by weight.

chemical compound, compound

ଯୌଗିକ   ବିଶେଷଣ

ଅର୍ଥ : ଯାହା କାହାରିସହିତ ମିଶି ରହିଥାଏ

ଉଦାହରଣ : ଅମ୍ଳ ଓ କ୍ଷାରର ପ୍ରକ୍ରିୟାଦ୍ବାରା ଯୌଗିକ ପଦାର୍ଥ ତିଆରି ହୁଏ

जो किसी के साथ मिला हुआ हो।

अम्ल और क्षार की क्रिया से यौगिक पदार्थ बनते हैं।
यौगिक

Consisting of two or more substances or ingredients or elements or parts.

Soap is a compound substance.
Housetop is a compound word.
A blackberry is a compound fruit.
compound

ଅର୍ଥ : ମିଳା ହୋଇଥିବା

ଉଦାହରଣ : ପିତ୍ତଳ ଏକ ମିଶ୍ର ଧାତୁ

ସମକକ୍ଷ : ମିଳିତ, ମିଶ୍ର, ମିଶ୍ରଣ, ମିଶ୍ରିତ, ସମିଶ୍ରିତ

मिलाया हुआ।

पीतल एक मिश्र धातु है।
आमेज़, मिश्र, मिश्रित, संश्लिष्ट, सम्मिश्रित