ଅର୍ଥ : ଛଅଟି ଚରଣ ବିଶିଷ୍ଠ ଗୋଟିଏ ଛନ୍ଦ
ଉଦାହରଣ :
ନରରେ ଦଶଟି ଗୁରୁ ଏବଂ ତେରଟି ଲଘୁ ଥାଏ
ଅର୍ଥ : ଗୟ ନାମକ ରାକ୍ଷସର ଜଣେ ପୁଅ
ଉଦାହରଣ :
ପୁରାଣରେ ନରର ବର୍ଣ୍ଣନା ମିଳେ
ଅର୍ଥ : କୁନ୍ତୀଙ୍କ ମଧ୍ୟମ ପୁତ୍ର
ଉଦାହରଣ :
ଅର୍ଜୁନ ବହୁତ ବଡ଼ ଧନୁର୍ଧର ଥିଲେ
ସମକକ୍ଷ : ଅନଘ, ଅର୍ଜୁନ, ଐନ୍ଦ୍ର ବାସବୀ, କିରୀଟମାଳୀ, କୌନ୍ତେୟ, ଧନଞ୍ଜୟ, ପାର୍ଥ, ଭାରତ, ଶକ୍ର ନନ୍ଦନ, ଶ୍ୱେତବାହାନ, ସବ୍ୟସାଚୀ, ସୁନର
ଅର୍ଥ : ଏକ ପ୍ରକାର ଦୋହା
ଉଦାହରଣ :
ନରରେ ପନ୍ଦରଟି ଗୁରୁ ଏବଂ ଅଠରଟି ଲଘୁ ବର୍ଣ୍ଣ ଥାଏ