ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଳିବା   ବିଶେଷ୍ୟ

ଅର୍ଥ : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା

ଉଦାହରଣ : ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ

ସମକକ୍ଷ : ଫେଣ୍ଟିବା, ମିଶିବା, ମିଶ୍ରଣ

किसी ठोस का किसी द्रव में घुलकर मिलने की क्रिया।

ठंडे जल की अपेक्षा गरम जल में चीनी का घुलन बहुत जल्दी होता है।
घुलन, घुलना

ଘୋଳିବା   କ୍ରିୟାପଦ

ଅର୍ଥ : ଖୁବଜୋରରେ ଏକତ୍ର ମିଶେଇବା

ଉଦାହରଣ : ହୋଲି ସମୟରେ ଭାଙ୍ଗ ଘୋଳାହୁଏ

ସମକକ୍ଷ : ଘୋଟିବା, ଫେଣ୍ଟିବା, ମନ୍ଥିବା

गति देकर एक में मिलाना।

होली के समय भाँग घोटते हैं।
आलोड़न करना, आलोड़ना, घोंटना, घोटना, मथना

ଅର୍ଥ : ଖୁଆରେ ଦୁଧ ବା ଦହିକୁ ଘଷି ସେଥିରୁ ଲହୁଣୀ ବାହାର କରିବା ପ୍ରକ୍ରିୟା

ଉଦାହରଣ : ମା ଦହି ମନ୍ଥୁଛନ୍ତି

ସମକକ୍ଷ : ଘଷିବା, ମନ୍ଥିବା

मथानी या लकड़ी आदि से दूध या दही को इस प्रकार तेज़ी से हिलाना या चलाना कि उसमें से मक्खन निकल आए।

माँ दही मथ रही है।
अवगाहना, आलोड़न करना, आलोड़ना, गाहना, ढिंढोरना, बिलोड़न करना, बिलोड़ना, बिलोना, मंथन करना, मथना, महना, विलोड़न करना, विलोड़ना, विलोना

Stir (cream) vigorously in order to make butter.

churn