ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଲଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଲଭ   ବିଶେଷଣ

ଅର୍ଥ : ଯାହା ପାଇବା ସହଜ ନୁହେଁ

ଉଦାହରଣ : ଆଜିକାଲି ବଡ଼ ସହରରେ ଶୁଦ୍ଧ ପବନ ପାଇବା ଦୁର୍ଲଭ ହୋଇଗଲାଣି

ସମକକ୍ଷ : ଅପ୍ରାପ୍ୟ, ଅଲଭ୍ୟ, ଅସୁଲଭ, ଦୁଷ୍ପ୍ରାପ୍ୟ

जिसे पाना सहज न हो।

आजकल बड़े शहरों में शुद्ध हवा दुर्लभ हो गयी है।
अप्राप्य, अलभ्य, असुलभ, दुर्लभ, दुष्प्राप्य, नियामत, नेमत