ଅର୍ଥ : ପ୍ରଥମ ମିଳନରେ ହେଉଥିବା ପୂର୍ଣ୍ଣତା (ବିଶେଷକରି ପ୍ରମାଳାପ ବା କିଛି ଅନ୍ତରଙ୍ଗ କଥାବାର୍ତ୍ତା ନିମନ୍ତେ)
ଉଦାହରଣ :
ଅଭିସାର ଶେଷରେ ଶ୍ୟାମ ଓ ଶ୍ୟାମା ନିଜନିଜର ଘରକୁ ଫେରିଗଲେ
ସମକକ୍ଷ : ଅଭିସାର
ଅର୍ଥ : କାହା ସହିତ ଦେଖା କରିବା ବା ଭେଟିବା
ଉଦାହରଣ :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ସମକକ୍ଷ : ଦେଖାକରିବା, ଭେଟିବା, ସାକ୍ଷାତ କରିବା
ଅର୍ଥ : କୌଣସି ବସ୍ତୁଆଦିରେ ଅନ୍ୟ ବସ୍ତୁର ମିଳନ ହେବା
ଉଦାହରଣ :
ଏହି ନଦୀ ସମୁଦ୍ରରେ ମିଶିଛି
ସମକକ୍ଷ : ବିଲୀନ ହେବା, ସମାବିଷ୍ଟ ହେବା
ଅର୍ଥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
ଉଦାହରଣ :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ସମକକ୍ଷ : ଏକତ୍ର ହେବା, ଦେଖାହେବା, ଭେଟିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
ଅର୍ଥ : ଗୋଟିଏ ଜିନିଷରେ ଅନ୍ୟ ଏକ ଜିନିଷ ମିଶି ଏକାଠି ହେବା
ଉଦାହରଣ :
ଏଥିରେ ଅନେକ ପ୍ରକାରର ଖାଦ୍ୟଶସ୍ୟ ମିଶିଛି
ସମକକ୍ଷ : ଏକୀଭୂତହେବା, ମିଶ୍ରଣହେବା
ଅର୍ଥ : ଭେଟହେବା
ଉଦାହରଣ :
ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
ସମକକ୍ଷ : ଦେଖାହେବା, ସାକ୍ଷାତହେବା
ଅର୍ଥ : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
ଉଦାହରଣ :
ତେଲ ପାଣିରେ କେବେ ବି ମିଶେ ନାହିଁ
ସମକକ୍ଷ : ଏକ ହେବା, ଏକାଠି ହେବା, ମିଶ୍ରିତ ହେବା, ସମିଶ୍ରିତ ହେବା
ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
ଉଦାହରଣ :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ସମକକ୍ଷ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଳିବା, ସଂଘବଦ୍ଧ ହେବା
ଅର୍ଥ : ଯୋଡିବା ବା ମିଶାଇବା ବା ଏକସାଥିରେ ରହିବା
ଉଦାହରଣ :
ଏଠରେ ଦୁଇଟି ସଡ଼କ ମିଶିଛନ୍ତିଯାତ୍ରୀମାନେ ପୁଣି ଉଡ଼ାଜାହାଜ ଘାଟିରେ ମିଶିଗଲେ