ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେରାଇବା   ବିଶେଷ୍ୟ

ଅର୍ଥ : ଗୁଡ଼ାଇବା ପ୍ରକ୍ରିୟା

ଉଦାହରଣ : ରସି ବଳିବାପରେ ତାକୁ ଗୁଡ଼ାଇବାପାଇଁ ଛାଡ଼ିଦେଲା

ସମକକ୍ଷ : ଗୁଡ଼ାଇବା, ଗୁଡ଼େଇବା

लपेटने की क्रिया।

रस्सी बटने के पश्चात उसे संवर्तन के लिए छोड़ दिया।
लपेटना, संवर्तन, संवर्त्तन

ଘେରାଇବା   କ୍ରିୟାପଦ

ଅର୍ଥ : ଚାରିଆଡ଼ୁ ଘେରେଇବା ବା ଗୁଡ଼େଇ ଦେବା

ଉଦାହରଣ : ମାଳି ବଗିଚାକୁ ତାରରେ ଘେରାଉଛି

ସମକକ୍ଷ : ଦେବା, ବୁଜିବା, ବେଢ଼େଇବା

चारों ओर से घेर देना या लपेट लेना।

माली बगीचे को तार से मढ़ रहा है।
मढ़ना

Wrap around with something so as to cover or enclose.

bandage, bind

ଅର୍ଥ : ସୂତା ବା ରଶି ଆଦିକୁ ବଣ୍ଡୁଳି ରୂପେ ଗୁଡ଼ାଇବା

ଉଦାହରଣ : ବାପା କୁଶ ରଶିକୁ ଗୁଡ଼ାଉଛନ୍ତି

ସମକକ୍ଷ : ଗୁଡ଼ାଇବା

सूत या रस्सी आदि को पिंडी के रूप में लपेटना।

पिताजी बाध को लुंडिया रहे हैं।
लुंडियाना, लुड़ियाना

ଅର୍ଥ : ଆଙ୍ଗୁଠିଦ୍ୱାରା ଚାରିଆଡ଼ୁ ଗୁଡ଼ାଇ ପିଣ୍ଡୁଳା କରିବା

ଉଦାହରଣ : ମଙ୍ଗଳା ଉଲ ଗୁଡ଼ାଉଛି

ସମକକ୍ଷ : ଗୁଡ଼ାଇବା

उँगलियों के चारो ओर लपेट कर पिंडी बनाना।

मंगला ऊन अँटिया रही है।
अँटियाना, अंटियाना

ଅର୍ଥ : ଚାରିଆଡ଼ୁ ରୋକିବା ବା ଘେରାଉକରିବା

ଉଦାହରଣ : ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି

ସମକକ୍ଷ : ଅବରୋଧ କରିବା, ଘେରାଉ କରିବା, ଘେରିବା

चारों और से रोका होना या घेरे में आना।

ग्रामीणों द्वारा एक चोर घिर गया।
कँटीले तारों से बाग घेरा रहा है।
घिरना, घेराना

Surround in a restrictive manner.

The building was hemmed in by flowers.
hem in

ଅର୍ଥ : ଘେରିବାପାଇଁ ପ୍ରବୃତ୍ତ କରିବା ବା ଘେରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶ୍ୟାମ କଞ୍ଚା କାନ୍ଥଦ୍ୱାରା ବଗିଚା ଘେରାଉଛି

ସମକକ୍ଷ : ଅବରୋଧ କରାଇବା, ବେଢାଇବା, ବେଷ୍ଟନ କରାଇବା

घेरने में प्रवृत्त करना या घेरने का काम किसी और से कराना।

श्याम कच्ची दीवार से बाग घेरवा रहा है।
घेरवाना