ଅର୍ଥ : ଉପଲବ୍ଧ ବା ସୁଲଭ କରିବା
ଉଦାହରଣ :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
ସମକକ୍ଷ : ଉପଲବ୍ଧ କରିବା, ଯୋଗାଇଦେବା
ଅର୍ଥ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
ଉଦାହରଣ :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
ସମକକ୍ଷ : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
ଅର୍ଥ : ମୌଖିକ ରୂପରେ ପ୍ରସ୍ତୁତ କରିବା
ଉଦାହରଣ :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
ସମକକ୍ଷ : ଦେବା