ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିତରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିତରଣ   ବିଶେଷ୍ୟ

ଅର୍ଥ : ବାଣ୍ଟିବା ପ୍ରକ୍ରିୟା ବା ଭାବ

ଉଦାହରଣ : ସେଠ୍‌ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି

ସମକକ୍ଷ : ପ୍ରଦାନ କରିବା, ବାଣ୍ଟିବା

बाँटने की क्रिया या भाव।

सेठजी द्वारा गरीबों में कपड़ों की बँटाई के बाद अन्न बाँटा जा रहा है।
बँटवारा, बँटाई, वितरण

The act of distributing or spreading or apportioning.

distribution

ଅର୍ଥ : ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ

ଉଦାହରଣ : ଉଚିତ୍‌ ସମୟର ଦାନ ଅଧିକ ଫଳ ଦିଏ

ସମକକ୍ଷ : ଖଇରାତ, ଦତ୍ତ, ଦାନ, ଦେବା

(धर्मार्थ कृत्य) श्रद्धा या दयापूर्वक किसी को कुछ देने की क्रिया।

उचित समय का दान अधिक फलित होता है।
अपवर्ग, ख़ैरात, खैरात, दातव्य, दान, विसर्जन

Act of giving in common with others for a common purpose especially to a charity.

contribution, donation