ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦତ୍ତ   ବିଶେଷ୍ୟ

ଅର୍ଥ : ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ

ଉଦାହରଣ : ଉଚିତ୍‌ ସମୟର ଦାନ ଅଧିକ ଫଳ ଦିଏ

ସମକକ୍ଷ : ଖଇରାତ, ଦାନ, ଦେବା, ବିତରଣ

(धर्मार्थ कृत्य) श्रद्धा या दयापूर्वक किसी को कुछ देने की क्रिया।

उचित समय का दान अधिक फलित होता है।
अपवर्ग, ख़ैरात, खैरात, दातव्य, दान, विसर्जन

Act of giving in common with others for a common purpose especially to a charity.

contribution, donation

ଦତ୍ତ   ବିଶେଷଣ

ଅର୍ଥ : ଦିଆ ଯାଇଥିବା

ଉଦାହରଣ : ଦିଆଯାଇଥିବା ଉପହାରର ଦାମ ଦେଖାଯାଏ ନାହିଁ

ସମକକ୍ଷ : ଦିଆଯାଇଥିବା, ପ୍ରଦତ୍ତ

दिया हुआ।

प्रदत्त उपहारों के दाम नहीं देखे जाते है।
अवसृष्ट, दत्त, दिया हुआ, प्रदत्त

Paid in advance.

Paid-up insurance.
Paid-up members.
paid-up