ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହଞ୍ଚାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହଞ୍ଚାଇବା   କ୍ରିୟାପଦ

ଅର୍ଥ : ଅନୁଭବ କରାଇବା

ଉଦାହରଣ : ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ

ସମକକ୍ଷ : ଅନୁଭବ କରାଇବା, ଦେଖାଇବା

अनुभव कराना।

किस्मत ने हमें बहुत बुरे दिन दिखाए।
दिखलाना, दिखाना

Convey by one's expression.

She looked her devotion to me.
look

ଅର୍ଥ : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ

ଉଦାହରଣ : ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି

किसी के साथ किसी स्थान तक इसलिए जाना कि मार्ग में उस पर कोई विपत्ति न आने पाए।

मैंने खोये हुए बच्चे को उसके घर पहुँचाया।
छोड़ना, पहुँचाना, पहुंचाना

Guide or conduct or usher somewhere.

Hand the elderly lady into the taxi.
hand

ଅର୍ଥ : କୌଣସି ବିଷୟରେ କାହାକୁ ବରାବର କରିଦେବା

ଉଦାହରଣ : ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି

ସମକକ୍ଷ : ପହଞ୍ଚେଇବା

किसी विषय में किसी के बराबर कर देना।

मेरे पिता ने मुझे पढ़ा-लिखाकर यहाँ तक पहुँचाया।
पहुँचाना, पहुंचाना

Cause to come into a particular state or condition.

Long hard years of on the job training had brought them to their competence.
Bring water to the boiling point.
bring

ଅର୍ଥ : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ

ଉଦାହରଣ : ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି

ସମକକ୍ଷ : ଛାଡ଼ିକି ଆସିବା

ऐसा करना कि कोई वस्तु या व्यक्ति एक स्थान से चलकर दूसरे स्थान पर आ जाए।

मैंने आपका समान यथा स्थान पहुँचा दिया।
पहले मैं दादाजी को घर पहुँचाऊँगा फिर आऊँगा।
छोड़ना, पहुँचाना, पहुंचाना

Bring to a destination, make a delivery.

Our local super market delivers.
deliver

ଅର୍ଥ : କାହାରିକୁ ଦୁଃଖୀ କରିବା ବା କାହାର କ୍ଷତି କରିବା

ଉଦାହରଣ : ପୁଅ ନିଜ ଘର ତ୍ୟାଗକରି ବାପାକୁ ବହୁତ ଦୁଃଖ ଦେଲା

ସମକକ୍ଷ : ଦେବା, ପହଞ୍ଚେଇବା

किसी को दुखी-सुखी करना, राहत देना या किसी की हानि-लाभ करना।

बेटे ने अपना घर छोड़कर पिता को बहुत दुख पहुँचाया।
पहुँचाना, पहुंचाना