ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମର୍ପଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମର୍ପଣ କରିବା   କ୍ରିୟାପଦ

ଅର୍ଥ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା

ଉଦାହରଣ : ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା

ସମକକ୍ଷ : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା

दबाव या डर के कारण कोई वस्तु दे देना।

चोर पुलिस की मार पड़ते ही चोरी का सारा सामान हग दिया।
हगना

ଅର୍ଥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା

ଉଦାହରଣ : କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ

ସମକକ୍ଷ : ଅର୍ପଣ କରିବା, ଚଢ଼ାଇବା, ଭେଟିଦେବା, ଲାଗିକରିବା

किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।

काली मंदिर में बहुत चढ़ावा चढ़ता है।
अर्पित होना, चढ़ना

ଅର୍ଥ : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା

ଉଦାହରଣ : ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି

ସମକକ୍ଷ : ଦେବା

किसी विशिष्ट कार्य, व्यक्ति या कारण आदि के लिए धन, समय आदि पूरी तरह से देना।

उसने अपना सारा जीवन समाज सेवा के लिए समर्पित कर दिया है।
देना, समर्पित करना

Give entirely to a specific person, activity, or cause.

She committed herself to the work of God.
Give one's talents to a good cause.
Consecrate your life to the church.
commit, consecrate, dedicate, devote, give