ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହଞ୍ଚେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହଞ୍ଚେଇବା   କ୍ରିୟାପଦ

ଅର୍ଥ : କୌଣସି ବିଷୟରେ କାହାକୁ ବରାବର କରିଦେବା

ଉଦାହରଣ : ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି

ସମକକ୍ଷ : ପହଞ୍ଚାଇବା

किसी विषय में किसी के बराबर कर देना।

मेरे पिता ने मुझे पढ़ा-लिखाकर यहाँ तक पहुँचाया।
पहुँचाना, पहुंचाना

Cause to come into a particular state or condition.

Long hard years of on the job training had brought them to their competence.
Bring water to the boiling point.
bring

ଅର୍ଥ : କାହାରିକୁ ଦୁଃଖୀ କରିବା ବା କାହାର କ୍ଷତି କରିବା

ଉଦାହରଣ : ପୁଅ ନିଜ ଘର ତ୍ୟାଗକରି ବାପାକୁ ବହୁତ ଦୁଃଖ ଦେଲା

ସମକକ୍ଷ : ଦେବା, ପହଞ୍ଚାଇବା

किसी को दुखी-सुखी करना, राहत देना या किसी की हानि-लाभ करना।

बेटे ने अपना घर छोड़कर पिता को बहुत दुख पहुँचाया।
पहुँचाना, पहुंचाना