ଅର୍ଥ : କାହାକୁ ଦେଇଥିବା ବା କାହାପାଖରୁ ମିଳିଥିବା ବସ୍ତୁ
ଉଦାହରଣ :
ବହୁତ ଲୋକ ଜୀବନକୁ ଈଶ୍ୱରଙ୍କ ଦାନରୂପେ ଗ୍ରହଣ କରନ୍ତି
ସମକକ୍ଷ : ଅବଦାନ
ଅର୍ଥ : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
ଉଦାହରଣ :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ସମକକ୍ଷ : ଅନୁଦାନ
ଅର୍ଥ : କାହାକୁ କିଛି ଦେବାର କାର୍ଯ୍ୟ
ଉଦାହରଣ :
ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ସମକକ୍ଷ : ପ୍ରଦାନ
ଅର୍ଥ : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା
ଉଦାହରଣ :
ଦାନ ଚଲେଇବା ଆପଣଙ୍କ ପାଳି
ସମକକ୍ଷ : ଗୋଟି
ଅର୍ଥ : ଯେଉଁ ବସ୍ତୁ ଦାନରେ କାହାକୁ ଦିଆଯାଏ
ଉଦାହରଣ :
ପଣ୍ଡିତଙ୍କୁ ଦାନ ରୂପରେ ଗୋଟିଏ ଗାଈ ଏବଂ କିଛି ଆଭୂଷଣ ମିଳିଲା
ସମକକ୍ଷ : ଖୈରାତ