ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଜିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଜିବା   କ୍ରିୟାପଦ

ଅର୍ଥ : ଚାରିଆଡ଼ୁ ଘେରେଇବା ବା ଗୁଡ଼େଇ ଦେବା

ଉଦାହରଣ : ମାଳି ବଗିଚାକୁ ତାରରେ ଘେରାଉଛି

ସମକକ୍ଷ : ଘେରାଇବା, ଦେବା, ବେଢ଼େଇବା

चारों ओर से घेर देना या लपेट लेना।

माली बगीचे को तार से मढ़ रहा है।
मढ़ना

Wrap around with something so as to cover or enclose.

bandage, bind

ଅର୍ଥ : ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ ବନ୍ଦ କରିବା

ଉଦାହରଣ : ସେ ମୂଷା ଗାତ ବୁଜୁଛି

ସମକକ୍ଷ : ବନ୍ଦ କରିବା, ମୁଦିବା

द्वार, मुँह आदि पर कुछ रखकर उसे बन्द करना।

वह चूहे का बिल मूँद रहा है।
बंद करना, बन्द करना, मूँदना, मूंदना