ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭଲ କାମ କରିବା ଢଙ୍ଗ
ଉଦାହରଣ : ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
ସମକକ୍ଷ : ଧାରା, ବ୍ୟବହାର, ଶୈଳୀ
भली प्रकार काम करने का ढंग।
A special way of doing something.
ଅର୍ଥ : ମନ ବା ବିଷୟମାନଙ୍କର ପୂର୍ଣ୍ଣ ଜ୍ଞାତବ୍ୟ ବିଷୟ ଯାହା ମନ ବା ବିବେକ ନିମନ୍ତେ ହୋଇଥାଏ
ଉଦାହରଣ : କନ୍ୟାକୁମାରୀରେ ଆତ୍ମଚିନ୍ତନ କରୁଥିବା ସମୟରେ ବିବେକାନନ୍ଦଙ୍କର ଆତ୍ମଜ୍ଞାନ ହେଲା
ସମକକ୍ଷ : ଅବବୋଧ, ବୋଧ, ବୋଧି, ସଜ୍ଞାନ
चेतन अवस्था में इंद्रियों आदि के द्वारा जीवों को होने वाली बाहरी वस्तुओं और विषयों की पूर्ण जानकारी या बोध।
Clear or deep perception of a situation.
ଅର୍ଥ : ବୋଧ କରିବା ବା ହେବାର କ୍ଷମତା
ଉଦାହରଣ : ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
ସମକକ୍ଷ : ଅବବୋଧନ, ବୁଝିବାଶକ୍ତି, ବୋଧନ କ୍ଷମତା
बोध करने या होने की क्षमता।
A feeling of understanding.
ଅର୍ଥ : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
ଉଦାହରଣ : ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
ସମକକ୍ଷ : ବିଦ୍ୟା, ଶିକ୍ଷା
शिक्षा आदि के द्वारा प्राप्त किया हुआ ज्ञान।
An ability that has been acquired by training.
ଅର୍ଥ : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
ଉଦାହରଣ : ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
ସମକକ୍ଷ : ଧାରଣା
कोई बात आदि अच्छी तरह समझने की शक्ति या उसका अच्छा ज्ञान।
Great skillfulness and knowledge of some subject or activity.
ଅର୍ଥ : ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଉଦାହରଣ : ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ସମକକ୍ଷ : ତଥ୍ୟ, ପ୍ରତୀତି, ବୁଦ୍ଧି
वस्तुओं और विषयों की वह तथ्यपूर्ण, वास्तविक और संगत जानकारी जो अध्ययन, अनुभव, निरीक्षण, प्रयोग आदि के द्वारा मन या विवेक को होती है।
The psychological result of perception and learning and reasoning.
ଅର୍ଥ : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
ଉଦାହରଣ : ଆପଣ ନିଜର ବିଦ୍ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ ବିଦ୍ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ
ସମକକ୍ଷ : ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍ବତ୍ତା
ज्ञान होने का भाव या ज्ञानी होने की अवस्था।
Profound scholarly knowledge.
ଅର୍ଥ : ଶିଖାଇବା ବା ଶିଖା ଯାଉଥିବା ହିତକଥା
ଉଦାହରଣ : ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ
ସମକକ୍ଷ : ନୀତି, ନୈତିକତା, ଶିକ୍ଷା
सिखाये या सीखे जाने वाले हित के कथन।
The significance of a story or event.
ସଂସ୍ଥାପନ କରନ୍ତୁ