ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀତି   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ ଠିକ୍ ରୂପେ ସମାପ୍ତ କରିବା ପାଇଁ କରାଯାଉଥିବା ଯୁକ୍ତି

ଉଦାହରଣ : ସରକାରଙ୍କ ଆତଙ୍କବାଦ ଉନ୍ମୁଳନ ନୀତି ପୂରାପୂରି ସଫଳ ହେଲାନାହିଁ

कोई कार्य ठीक तरह से पूरा करने के लिए की जानेवाली युक्ति।

सरकार की आतंकवाद उन्मूलन की नीति पूरी तरह से सफल नहीं हुई।
नीति

A plan of action adopted by an individual or social group.

It was a policy of retribution.
A politician keeps changing his policies.
policy

ଅର୍ଥ : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ

ଉଦାହରଣ : ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି

ସମକକ୍ଷ : ପଲିସୀ

कोई विशेष योजना जो किसी व्यक्ति या संस्था द्वारा किसी के हित में जारी हो।

हमारी कंपनी नई-नई पालिसी जारी कर रही है।
नीति, पालिसी, पॉलिसी

A plan of action adopted by an individual or social group.

It was a policy of retribution.
A politician keeps changing his policies.
policy

ଅର୍ଥ : ଶିଖାଇବା ବା ଶିଖା ଯାଉଥିବା ହିତକଥା

ଉଦାହରଣ : ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ

ସମକକ୍ଷ : ଜ୍ଞାନ, ନୈତିକତା, ଶିକ୍ଷା

सिखाये या सीखे जाने वाले हित के कथन।

हमारे महाकाव्यों से हमें यह सीख मिलती है कि सदा सत्य की ही विजय होती है।
ज्ञान, तम्बीह, नसीहत, बात, शिक्षा, सबक, सीख

The significance of a story or event.

The moral of the story is to love thy neighbor.
lesson, moral

ଅର୍ଥ : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର

ଉଦାହରଣ : ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ

ସମକକ୍ଷ : ନ୍ୟାୟ

जनता या समाज के लिए निश्चित आचार-व्यवहार।

राजा विक्रमादित्य की उचित नीतियों के कारण ही उनकी प्रजा सुखी थी।
अखलाक, अख़लाक़, नय, नीति

The principles of right and wrong that are accepted by an individual or a social group.

The Puritan ethic.
A person with old-fashioned values.
ethic, moral principle, value orientation, value-system