ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିନ୍ତାକରିବା, ବୁଝିବାଏବଂ ନିଷ୍ପତ୍ତି ନେବାର ବୃତ୍ତି ବା ମାନସିକ ଶକ୍ତି
ଉଦାହରଣ : ଅନ୍ୟମାନଙ୍କର ବୁଦ୍ଧିରେ ଘୋଡ଼ାଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାଷକାଟିବା ବହୁତ ଭଲ
ସମକକ୍ଷ : ବିଚାର
सोचने समझने और निश्चय करने की वृत्ति या मानसिक शक्ति।
Knowledge and intellectual ability.
ଅର୍ଥ : ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଉଦାହରଣ : ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ସମକକ୍ଷ : ଜ୍ଞାନ, ତଥ୍ୟ, ପ୍ରତୀତି
वस्तुओं और विषयों की वह तथ्यपूर्ण, वास्तविक और संगत जानकारी जो अध्ययन, अनुभव, निरीक्षण, प्रयोग आदि के द्वारा मन या विवेक को होती है।
The psychological result of perception and learning and reasoning.
ସଂସ୍ଥାପନ କରନ୍ତୁ