ଅର୍ଥ : କୌଣସି ବିଶେଷ ଅବସ୍ଥାରେ ବା କୌଣସି କାମ କରିବା ସମୟରେ ଯେଉଁ ଅନୁଭୂତି ବା ଜ୍ଞାନ ହୋଇଥାଏ
ଉଦାହରଣ :
ଧ୍ୟାନାବସ୍ଥାରେ ଜୀବନର ମୂଳଭୂତ ତଥ୍ୟର ଅନୁଭୂତି ହୋଇଥାଏ
ଅର୍ଥ : ଏଭଳି କିଛି କଥା ଯାହା ବସ୍ତୁତଃ କୌଣସି ବିଶେଷ ଅବସ୍ଥାରେ ହୋଇଛି
ଉଦାହରଣ :
ଏହି ଘଟଣାରେ ସମ୍ବନ୍ଧିତ ସମସ୍ତ ତଥ୍ୟର ଯାଞ୍ଚ କରାଯାଉଛି
ସମକକ୍ଷ : ଅସଲକାରଣ, ଠିକ୍ ଖବର, ପ୍ରକୃତ ଘଟଣା