ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଜ୍ଞତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଜ୍ଞତା   ବିଶେଷ୍ୟ

ଅର୍ଥ : ନିର୍ମାଣ କରିବା ବା ସମ୍ଭାଳିବା ଆଣିବାର କ୍ରିୟା

ଉଦାହରଣ : ତାଙ୍କ ଦକ୍ଷତା ଯୋଗୁଁ ଏହି ଘର ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା

ସମକକ୍ଷ : ଚତୁରତା, ଦକ୍ଷତା, ନିପୁଣତା

काम बनाने या सँवारने की क्रिया।

उनकी कारसाज़ी से यह घर टूटते-टूटते बचा।
कारसाज़ी, कारसाजी

ଅର୍ଥ : ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା

ଉଦାହରଣ : ଆପଣ ନିଜର ବିଦ୍‌ବତ୍ତାର ପ୍ରଦର୍ଶନ ଏଠାରେ କରନ୍ତୁ ନାହିଁ ବିଦ୍‌ବତ୍ତା ବଳରେ ଶଙ୍କରାଚାର୍ଯ୍ୟ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମର ରକ୍ଷା କରିଥିଲେ

ସମକକ୍ଷ : ଜ୍ଞାନ, ଧୀମତ୍ତା, ପାଣ୍ଡିତ୍ୟ, ବିଦଗ୍ଧତା, ବିଦ୍ୱତ୍ତା, ବିଦ୍‌ବତ୍ତା

ज्ञान होने का भाव या ज्ञानी होने की अवस्था।

आप अपनी विद्वत्ता का प्रदर्शन यहाँ मत कीजिए।
विद्वत्ता के बल पर शंकराचार्य ने लुप्त हो रहे हिन्दू धर्म को बचाया।
पंडिताई, पांडित्य, विज्ञता, विज्ञत्व, विद्वत्ता, विद्वत्व