ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବବୋଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବବୋଧନ   ବିଶେଷ୍ୟ

ଅର୍ଥ : ବୋଧ କରିବା ବା ହେବାର କ୍ଷମତା

ଉଦାହରଣ : ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ

ସମକକ୍ଷ : ଜ୍ଞାନ, ବୁଝିବାଶକ୍ତି, ବୋଧନ କ୍ଷମତା

बोध करने या होने की क्षमता।

सबकी बोधन क्षमता एक जैसी नहीं होती।
अवबोधकता, अवबोधन क्षमता, बोधकता, बोधन क्षमता

A feeling of understanding.

insight, perceptiveness, perceptivity

ଅର୍ଥ : ବୋଧ ହେବାର ଅବସ୍ଥା ବା ଭାବ

ଉଦାହରଣ : ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ

ସମକକ୍ଷ : ଜ୍ଞାତ, ବୋଧ

बोध होने की अवस्था या क्रिया।

नेत्रहीन को स्पर्श आदि से वस्तुओं का अवबोधन होता है।
अवबोधन, बोधन

The process of perceiving.

perception