ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୈଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୈଳୀ   ବିଶେଷ୍ୟ

ଅର୍ଥ : ଭଲ କାମ କରିବା ଢଙ୍ଗ

ଉଦାହରଣ : ତାକୁ କୌଣସି କାମର ବ୍ୟବହାର ଜଣାନାହିଁ

ସମକକ୍ଷ : ଜ୍ଞାନ, ଧାରା, ବ୍ୟବହାର

भली प्रकार काम करने का ढंग।

उसे किसी काम का शऊर नहीं है।
करीना, तमीज, तमीज़, शऊर, सलीक़ा, सलीका

A special way of doing something.

He had a bent for it.
He had a special knack for getting into trouble.
He couldn't get the hang of it.
bent, hang, knack

ଅର୍ଥ : ଯେଉଁ ସମ୍ପାଦକୀୟ ତଥ୍ୟଦ୍ୱାରା ବର୍ତନୀ ଓ ବିରାମଚିହ୍ନ ଏବଂ ବଡ଼ ଅକ୍ଷରଗୁଡ଼ିକ ପ୍ରୟୋଗ ତଥା ମୁଦ୍ରଣ ସମ୍ବନ୍ଧୀୟ ପ୍ରଦର୍ଶନପାଇଁ ବ୍ୟବହାର କରାଯାଏ

ଉଦାହରଣ : ଶୈଳୀକୁ ଆଧାରକରି ବର୍ତନୀର ପ୍ରୟୋଗ ହେବା ଉଚିତ

ସମକକ୍ଷ : ଷ୍ଟାଇଲ

* संपादकीय निर्देशन जिसका वर्तनी तथा विरामचिह्न एवं बड़े अक्षरों के प्रयोग तथा मुद्रण-संबंधी प्रदर्शन में अनुसरण किया जाता है।

शैली के आधार पर वर्तनी का प्रयोग होना चाहिए।
शैली, स्टाइल

Editorial directions to be followed in spelling and punctuation and capitalization and typographical display.

style

ଅର୍ଥ : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ

ଉଦାହରଣ : ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ

ସମକକ୍ଷ : କାମ ଶୈଳୀ, ଢଙ୍ଗ, ପଦ୍ଧତି, ବିଧି, ରୀତି

काम आदि करने की बँधी हुई शैली।

अगर तुम इस ढंग से काम करोगे तो आगे जाकर बहुत ही पछताओगे।
अंदाज, अंदाज़, अदा, करीना, क़ायदा, कायदा, कार्य विधि, कार्य शैली, कार्यशैली, ढंग, ढब, ढर्रा, तरीक़ा, तरीका, तर्ज, तौर, पद्धति, रविश, रीत, रीति, वतीरा, विधा, विधि, शैली

A way of doing something, especially a systematic way. Implies an orderly logical arrangement (usually in steps).

method

ଅର୍ଥ : ଭାଷା,କଳା,ସଂଗୀତ ଆଦିରେ କିଛି ଅଭିବ୍ୟକ୍ତ ବା ପ୍ରକଟ କରିବାର ଉପାୟ ଯାହା ହେଉଛି କୌଣସି ବିଶେଷ ବ୍ୟକ୍ତି, ସମୁଦାୟ, ବା ସମୟ ସୀମାର ବିଶିଷ୍ଟତା

ଉଦାହରଣ : ସମସ୍ତ ସାମ୍ବାଦିକ ସମାଚାର ପତ୍ରର ଶୈଳୀକୁ ମାନିବା ଉଚିତ

* भाषा, कला, संगीत आदि में कुछ अभिव्यक्त या प्रकट करने का तरीका जो किसी विशेष व्यक्ति, समुदाय या अवधि की विशिष्टता हो।

सभी पत्रकार समाचार-पत्रों की शैली को अपनाना चाहते हैं।
अभिव्यंजक शैली, अभिव्यञ्जक शैली, शैली

A way of expressing something (in language or art or music etc.) that is characteristic of a particular person or group of people or period.

All the reporters were expected to adopt the style of the newspaper.
expressive style, style

ଅର୍ଥ : ବାକ୍ୟ ରଚନାର ଏକ ବିଶିଷ୍ଟତା ଯାହା ଲେଖଙ୍କର ନିଜସ୍ୱ ଭାଷା ସମ୍ପର୍କୀୟ ସ୍ୱତନ୍ତ୍ର୍ୟ ସୂଚକ ହୁଏ

ଉଦାହରଣ : ସୁରଦାସଙ୍କ ଭାଷା ଶୈଳୀ ଅଭିନବ

ସମକକ୍ଷ : ଭାଷା ଶୈଳୀ

वाक्य रचना का वह विशिष्ट प्रकार जो लेखक की भाषा संबंधी निजी विशेषताओं का सूचक होता है।

सूरदास की भाषा शैली निराली है।
भाषा शैली, शैली

A style of expressing yourself in writing.

genre, literary genre, writing style

ଅର୍ଥ : ଦିଆଯାଇଥିବା ବା ଏକ ବିଶେଷ ସମୟର ପ୍ରକାର

ଉଦାହରଣ : ୧୯୨୦ର ଏକ ନିଜସ୍ୱ ଶୈଳୀ ଥିଲା

ସମକକ୍ଷ : ଷ୍ଟାଇଲ

* दिए गए या एक विशेष समय की लोकप्रिय रुचि।

1920 की अपनी एक अलग शैली थी।
शैली, स्टाइल

The popular taste at a given time.

Leather is the latest vogue.
He followed current trends.
The 1920s had a style of their own.
style, trend, vogue