ଅର୍ଥ : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
ଉଦାହରଣ :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
ସମକକ୍ଷ : ଧର୍ମଘଟ
ଅର୍ଥ : ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ
ଉଦାହରଣ :
ଏହି ପଲଙ୍କର ଧାରଣା ଭାରି ମଝବୁତ
ସମକକ୍ଷ : ବାହି