ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିକ୍ଷା   ବିଶେଷ୍ୟ

ଅର୍ଥ : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ

ଉଦାହରଣ : ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ

ସମକକ୍ଷ : ଉପଦେଶ

हित की बात बतलाने,अच्छी बात या अच्छा काम करने के लिए कहने का कार्य।

गीता में भगवान कृष्ण द्वारा दिए गये उपदेश पूरे मानव समाज के लिए कल्याणकारी हैं।
अनुदेश, उपदेश, बात, शिक्षा

A sermon on a moral or religious topic.

homily, preachment

ଅର୍ଥ : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ

ଉଦାହରଣ : ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା

ସମକକ୍ଷ : ଜ୍ଞାନ, ବିଦ୍ୟା

शिक्षा आदि के द्वारा प्राप्त किया हुआ ज्ञान।

प्राचीन काल में काशी विद्या का केंद्र माना जाता था।
इल्म, विद्या

An ability that has been acquired by training.

accomplishment, acquirement, acquisition, attainment, skill

ଅର୍ଥ : ବିଦ୍ୟା, ସଂଗୀତଆଦି ପଢ଼ାଇବାର କିମ୍ବା ଶିଖାଇବାର କ୍ରିୟା

ଉଦାହରଣ : ପାଠଶାଳାରେ ବହୁ ବିଷୟରେ ଶିକ୍ଷା ଦିଆଯାଏ

ସମକକ୍ଷ : ତାଲିମ

विद्या, संगीत आदि पढ़ाने या सिखाने की क्रिया।

पाठशाला में कई विषयों की शिक्षा दी जाती है।
एजुकेशन, तालीम, शिक्षण, शिक्षा

ଅର୍ଥ : ଶିଖାଇବା ବା ଶିଖା ଯାଉଥିବା ହିତକଥା

ଉଦାହରଣ : ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳେ ସତ୍ୟର ହିଁ ଜୟ ହୋଇଥାଏ

ସମକକ୍ଷ : ଜ୍ଞାନ, ନୀତି, ନୈତିକତା

सिखाये या सीखे जाने वाले हित के कथन।

हमारे महाकाव्यों से हमें यह सीख मिलती है कि सदा सत्य की ही विजय होती है।
ज्ञान, तम्बीह, नसीहत, बात, शिक्षा, सबक, सीख

The significance of a story or event.

The moral of the story is to love thy neighbor.
lesson, moral

ଅର୍ଥ : ଶିକ୍ଷା ଦେବା ପଢ଼ାଇବା କାର୍ଯ୍ୟ

ଉଦାହରଣ : ଏହି ବିଦ୍ୟାଳୟରେ ଜୁଲାଇ ଏକ ତାରିଖରୁ ପଢ଼ାପଢ଼ି ଆରମ୍ଭ ହୋଇଯିବ

ସମକକ୍ଷ : ଅଧ୍ୟାପନା, ପଢ଼ା, ପଢ଼ାପଢ଼ି, ଶିକ୍ଷଣ

शिक्षा देने का कार्य या पढ़ाने का कार्य।

इस विद्यालय में पहली जुलाई से शिक्षण शुरु हो जाएगा।
अध्यापकी, अध्यापन, अध्यापनकार्य, पढ़ाई, शिक्षण, शिक्षण कार्य

The profession of teaching (especially at a school or college or university).

education