ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଧ   ବିଶେଷ୍ୟ

ଅର୍ଥ : ମନ ବା ବିଷୟମାନଙ୍କର ପୂର୍ଣ୍ଣ ଜ୍ଞାତବ୍ୟ ବିଷୟ ଯାହା ମନ ବା ବିବେକ ନିମନ୍ତେ ହୋଇଥାଏ

ଉଦାହରଣ : କନ୍ୟାକୁମାରୀରେ ଆତ୍ମଚିନ୍ତନ କରୁଥିବା ସମୟରେ ବିବେକାନନ୍ଦଙ୍କର ଆତ୍ମଜ୍ଞାନ ହେଲା

ସମକକ୍ଷ : ଅବବୋଧ, ଜ୍ଞାନ, ବୋଧି, ସଜ୍ଞାନ

चेतन अवस्था में इंद्रियों आदि के द्वारा जीवों को होने वाली बाहरी वस्तुओं और विषयों की पूर्ण जानकारी या बोध।

हर एक की बोध क्षमता अलग-अलग होती है।
अवगति, अवगम, अवबोध, अवभास, ज्ञान, बोध, बोधि, भान, संज्ञा, संज्ञान

Clear or deep perception of a situation.

insight, penetration

ଅର୍ଥ : ବୋଧ ହେବାର ଅବସ୍ଥା ବା ଭାବ

ଉଦାହରଣ : ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ

ସମକକ୍ଷ : ଅବବୋଧନ, ଜ୍ଞାତ

बोध होने की अवस्था या क्रिया।

नेत्रहीन को स्पर्श आदि से वस्तुओं का अवबोधन होता है।
अवबोधन, बोधन

The process of perceiving.

perception