ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦ୍ୟା   ବିଶେଷ୍ୟ

ଅର୍ଥ : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ

ଉଦାହରଣ : ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି

ସମକକ୍ଷ : ବିଜ୍ଞାନ, ଶାସ୍ତ୍ର

किसी विषय विशेषतः जड़ पदार्थों व लौकिक विषयों की जानी हुई बातों और तत्वों का वह विवेचन जो एक स्वतंत्र शास्त्र के रूप में हो।

राम ने राजनीति विज्ञान की पढ़ाई की है।
राहुल आजकल ज्योतिष विद्या का अध्ययन कर रहा है।
इल्म, विज्ञान, विद्या, शास्त्र, साइंस

A particular branch of scientific knowledge.

The science of genetics.
science, scientific discipline

ଅର୍ଥ : ଆର୍ଯ୍ୟା ଛନ୍ଦର ଗୋଟିଏ ଭେଦ

ଉଦାହରଣ : ବିଦ୍ୟାରେ ତେଇଶ ଗୁରୁ ଏବଂ ଏଗାରଟି ଲଘୁ ମାତ୍ରା ଅଛି

आर्याछंद का एक भेद।

विद्या में तेइस गुरु और ग्यारह लघु मात्राएँ होती हैं।
विद्या

ଅର୍ଥ : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ

ଉଦାହରଣ : ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା

ସମକକ୍ଷ : ଜ୍ଞାନ, ଶିକ୍ଷା

शिक्षा आदि के द्वारा प्राप्त किया हुआ ज्ञान।

प्राचीन काल में काशी विद्या का केंद्र माना जाता था।
इल्म, विद्या

An ability that has been acquired by training.

accomplishment, acquirement, acquisition, attainment, skill

ଅର୍ଥ : କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି କାର୍ଯ୍ୟ ଯାହାର ପୂର୍ଣ୍ଣାଙ୍ଗ ନିମନ୍ତେ ଜ୍ଞାନ ବ୍ୟତୀତ କୌଶଳ ଓ ଅଭ୍ୟାସ ଆବଶ୍ୟକତା ପଡ଼େ

ଉଦାହରଣ : ତାଙ୍କ କଳାକୁ ସମସ୍ତେ ମାନନ୍ତି

ସମକକ୍ଷ : କଳା, ହୁନ୍ଦର

किसी कार्य को भली-भाँति करने का कौशल, विशेषतः ऐसा कार्य जिसके संपादन के लिए ज्ञान के अतिरिक्त कौशल और अभ्यास की आवश्यकता हो।

उसकी कला का लोहा सभी मानते हैं।
कला, फन, फ़न, विद्या, हुनर

A superior skill that you can learn by study and practice and observation.

The art of conversation.
It's quite an art.
art, artistry, prowess

ଅର୍ଥ : ମୋକ୍ଷ ପ୍ରାପ୍ତି ବା ପରମ-ପୁରୁଷାର୍ଥଙ୍କୁ ସିଦ୍ଧି କରିବାର ଜ୍ଞାନ

ଉଦାହରଣ : ବିଦ୍ୟା ଅଭାବରେ ଜୀବ ଜନ୍ମ-ମରଣର ଆବର୍ତ୍ତରେ ପଡିରହିଥାଏ

मोक्ष की प्राप्ति या परम-पुरुषार्थ की सिद्धि करने वाला ज्ञान।

विद्या के अभाव में जीव जन्म-मरण के फेरे में पड़ा रहता है।
विद्या