ଅର୍ଥ : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
ସମକକ୍ଷ : ଉପବେଶନ କରାଇବା, ବସାଇବା
ଅର୍ଥ : ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା
ଉଦାହରଣ :
ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
ଅର୍ଥ : ଖାତା, କାଗଜ ଆଦିରେ ଲେଖିବା
ଉଦାହରଣ :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ସମକକ୍ଷ : ଲେଖିବା
ଅର୍ଥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
ଉଦାହରଣ :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
ସମକକ୍ଷ : ଅର୍ପଣ କରିବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା
ଅର୍ଥ : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
ଉଦାହରଣ :
ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
ସମକକ୍ଷ : ଅର୍ପିତ ହେବା, ସମର୍ପିତ ହେବା
ଅର୍ଥ : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା
ଉଦାହରଣ :
ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା
ସମକକ୍ଷ : ଅର୍ପଣ କରିବା
ଅର୍ଥ : ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା
ଉଦାହରଣ :
ଢୋଲକିଆ ଢୋଲ ଚଢ଼ାଉଛି
ଅର୍ଥ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
ଉଦାହରଣ :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
ସମକକ୍ଷ : ଉଚ୍ଚରେ ରଖିବା, ଉଠାଇବା, ଉପରେ ରଖିବା, ଶୀର୍ଷରେ ରଖିବା