ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଢ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଢ଼େଇବା   କ୍ରିୟାପଦ

ଅର୍ଥ : ପରିଣାମ ବା ବିସ୍ତାରରେ ଅଧିକ କରିବା ବା ବିସ୍ତାରିତ କରିବା

ଉଦାହରଣ : ବୌଦ୍ଧମାନେ ବୌଦ୍ଧଧର୍ମକୁ କେତେକ ଦେଶରେ ପ୍ରସାରିତ କଲେ

ସମକକ୍ଷ : ପ୍ରସାର କରିବା, ପ୍ରସାରିତ କରିବା, ବିସ୍ତୃତ କରିବା

परिमाण या विस्तार में अधिक करना या विस्तारित करना।

बौद्धों ने बौद्ध धर्म को कई देशों में फैलाया।
प्रसार करना, प्रसारित करना, फैलाना, बढ़ाना, विस्तार करना, विस्तृत करना

Distribute or disperse widely.

The invaders spread their language all over the country.
distribute, spread

ଅର୍ଥ : ଉନ୍ନତ କରିବା

ଉଦାହରଣ : ସରକାର କୃଷି ସମ୍ବଳର ବିକାଶ କରିଛନ୍ତି

ସମକକ୍ଷ : ଉନ୍ନତ କରିବା, ବିକଶିତ କରିବା

उन्नत करना।

सरकार ने कृषि संसाधनों को बढ़ाया है।
उन्नत करना, उभाड़ना, उभारना, ऊँचा उठाना, ऊंचा उठाना, पनपाना, बढ़ाना, बिकसाना, विकसित करना

To make better.

The editor improved the manuscript with his changes.
ameliorate, amend, better, improve, meliorate

ଅର୍ଥ : କାହାକୁ ଅଧିକ ମହତ୍ୱ ଦେବା

ଉଦାହରଣ : ମା ଛୋଟ ଭାଇକୁ ଅଧିକ ଚଢ଼ାଇଛନ୍ତି

ସମକକ୍ଷ : ଚଢ଼ାଇବା