ଅର୍ଥ : କଥାବସ୍ତୁଆଦି ଆରମ୍ଭ କରିବା
ଉଦାହରଣ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ସମକକ୍ଷ : ଆରମ୍ଭ କରିବା, ବାହାର କରିବା
ଅର୍ଥ : ଉପର ଆଡ଼କୁ ସଙ୍କୁଚିତ ହେବା
ଉଦାହରଣ :
ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
ସମକକ୍ଷ : ଊର୍ଦ୍ଧ୍ୱଗାମୀ କରିବା
ଅର୍ଥ : ଉଚ୍ଚା କରିବା
ଉଦାହରଣ :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
ସମକକ୍ଷ : ଉପରକୁକରିବା, ଟେକିବା
ଅର୍ଥ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
ଉଦାହରଣ :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
ସମକକ୍ଷ : ଆରମ୍ଭ କରିବା
ଅର୍ଥ : ସ୍ଥାନ ତ୍ୟାଗ କରିବା
ଉଦାହରଣ :
ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
ଅର୍ଥ : ଭଡ଼ାରେ ଦେବା
ଉଦାହରଣ :
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
ଅର୍ଥ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
ଉଦାହରଣ :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
ସମକକ୍ଷ : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
ଅର୍ଥ : ଘର ବା କାନ୍ଥ ଆଦି ତିଆରି କରିବା
ଉଦାହରଣ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ସମକକ୍ଷ : ତିଆରି କରିବା, ନିର୍ମାଣ କରିବା