ଅର୍ଥ : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
ଉଦାହରଣ :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
ସମକକ୍ଷ : ରଚନା କରିବା, ସୃଷ୍ଟି କରିବା
ଅର୍ଥ : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା
ଉଦାହରଣ :
ଦୀପକ କିଛି ପ୍ରୋଗ୍ରାମ ଲେଖୁଛି
ସମକକ୍ଷ : ଲିପିବଦ୍ଧ କରିବା
ଅର୍ଥ : ଖାତା, କାଗଜ ଆଦିରେ ଲେଖିବା
ଉଦାହରଣ :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ସମକକ୍ଷ : ଚଢ଼ାଇବା
ଅର୍ଥ : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା
ଉଦାହରଣ :
ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ
ସମକକ୍ଷ : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା
ଅର୍ଥ : ଅକ୍ଷର ଆଦିର ଆକୃତି ତିଆରିକରିବା
ଉଦାହରଣ :
ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
ସମକକ୍ଷ : ଲିଖନ କରିବା, ଲିପିବଦ୍ଧକରିବା